STORYMIRROR
ସକାଳ ହୁଏ ମୋ...
ସକାଳ ହୁଏ ମୋ...
ସକାଳ ହୁଏ ମୋ...
“
ସକାଳ ହୁଏ ମୋ ତୁମରି ନାମରେ
ସନ୍ଧ୍ୟା ରେ ତୁମ ପ୍ରାର୍ଥନା,
ପହିଲି କିରଣେ ନୟନେ ନାଚଇ ପତିତପାବନ ବାନା ।
କଳା ବଦନରେ ସରଗ ସୁଷମା
ତୁମ ଦୁଇ ଚକାଡୋଳା,
ବିରାଜି ରଥରେ ନିଳାଚଳ ଧାମେ
ଦିବ୍ୟ ମାନବୀୟ ଲୀଳା।
”
14
More oriya quote from Bhagabat -chandu
Download StoryMirror App