Bhagabat Pradhan
Literary Lieutenant
15
Posts
0
Followers
0
Following

I'm Bhagabat and I love to read StoryMirror contents.

Share with friends

ଡାକ୍ତର ହେଉଛନ୍ତି ଦେବ ବୈଦ୍ୟ, ଅଶ୍ବିନୀ, କୁମାର ଭଳି ପ୍ରାଣଦାୟକ ନିଜର ଦୁଃଖ କୁ ଧୂଳି ସମ ମଣି କରନ୍ତି ନିତି ସେବା ସେ ହିଁ ନାୟକ।

ଆଲିଙ୍ଗନ ସ୍ନେହ ଓ ପ୍ରେମର ପରିଭାଷା ଟିଏ,ଦୁଇ ବା ତତୋଧିକ ବନ୍ଧୁଙ୍କ ମଧ୍ୟରେ ଭଲପାଇବା ପ୍ରକାଶ କରିବାର ମାଧ୍ୟମ ଟିଏ।

ସହାନୁଭୂତି ଏମିତି ଭାବ ଟି ସମସ୍ତେ ଦେଖାନ୍ତି ନାହିଁ ଅନୁଭବି ଜାଣେ ଅନୁଭବ କଥା ଅଜ୍ଞାନ କି ଜାଣିଥାଇ..?

ଆହାର, ନିଦ୍ରା,ଭୟ, ମୈଥୁନ ସାମାନ୍ୟ ମଣିଷ, ପଶୁ ମଧ୍ୟରେ ଧର୍ମ ଅଟଇ ପ୍ରଧାନ ବିଶେଷ ଧର୍ମ ହୀନ ମଣିଷ ପଶୁ ସମ ନୀରସ।

ସାଇତି ରଖିଛି ତୁମରି ସ୍ମୃତିକୁ ଦେଖି ଯାଅ ଥରେ ପ୍ରିୟା ହୁଏନି ପୁରୁଣା ଏମିତି ସେ ସ୍ମୃତି ସବୁବେଳେ ଲାଗେ ନୂଆ କାହିଁକି କେଜାଣି ମନେ ମୋ ପଡୁଛି ତୁମର ସେ ଦୁଇ ଆଖି ସେ ଦୁଇ ଆଖି ରେ କିଛି ନୂଆ ସ୍ବପ୍ନ କିଛି ଆଶା ନିରିମାଖି।

ଟେକ୍ନୋଲୋଜି ର ଯୁଗ ଏତ ଭାଇ ନାହିଁ ଆଉ ଜଡ଼ିବୁଟି ଟେକ୍ନୋଲୋଜି କରେ ବୁଢା ଙ୍କୁ ବି ଟୋକା ବସିଖାଇବ ଜମା ନ ଚଷି। ଖଟିବାକୁ ଆଉ ପଡ଼ିବନି ଧରି ଦାଆ,କୋଦାଳ, ଲଙ୍ଗଳ ଟେକ୍ନୋଲୋଜି ବଳେ ମେସିନ୍ କରୁଛି କର୍ମ ସଅଳ ସଅଳ ।

ସକାଳ ହୁଏ ମୋ ତୁମରି ନାମରେ ସନ୍ଧ୍ୟା ରେ ତୁମ ପ୍ରାର୍ଥନା, ପହିଲି କିରଣେ ନୟନେ ନାଚଇ ପତିତପାବନ ବାନା । କଳା ବଦନରେ ସରଗ ସୁଷମା ତୁମ ଦୁଇ ଚକାଡୋଳା, ବିରାଜି ରଥରେ ନିଳାଚଳ ଧାମେ ଦିବ୍ୟ ମାନବୀୟ ଲୀଳା।


Feed

Library

Write

Notification
Profile