I'm Bhagabat and I love to read StoryMirror contents.
Share with friends
ଡାକ୍ତର ହେଉଛନ୍ତି ଦେବ ବୈଦ୍ୟ, ଅଶ୍ବିନୀ, କୁମାର ଭଳି ପ୍ରାଣଦାୟକ ନିଜର ଦୁଃଖ କୁ ଧୂଳି ସମ ମଣି କରନ୍ତି ନିତି ସେବା ସେ ହିଁ ନାୟକ।
ସାଇତି ରଖିଛି ତୁମରି ସ୍ମୃତିକୁ ଦେଖି ଯାଅ ଥରେ ପ୍ରିୟା ହୁଏନି ପୁରୁଣା ଏମିତି ସେ ସ୍ମୃତି ସବୁବେଳେ ଲାଗେ ନୂଆ କାହିଁକି କେଜାଣି ମନେ ମୋ ପଡୁଛି ତୁମର ସେ ଦୁଇ ଆଖି ସେ ଦୁଇ ଆଖି ରେ କିଛି ନୂଆ ସ୍ବପ୍ନ କିଛି ଆଶା ନିରିମାଖି।
ଟେକ୍ନୋଲୋଜି ର ଯୁଗ ଏତ ଭାଇ ନାହିଁ ଆଉ ଜଡ଼ିବୁଟି ଟେକ୍ନୋଲୋଜି କରେ ବୁଢା ଙ୍କୁ ବି ଟୋକା ବସିଖାଇବ ଜମା ନ ଚଷି। ଖଟିବାକୁ ଆଉ ପଡ଼ିବନି ଧରି ଦାଆ,କୋଦାଳ, ଲଙ୍ଗଳ ଟେକ୍ନୋଲୋଜି ବଳେ ମେସିନ୍ କରୁଛି କର୍ମ ସଅଳ ସଅଳ ।