STORYMIRROR
ସକାଳ...
ସକାଳ ଆସେ ନିଦ ଭରା...
ସକାଳ ଆସେ...
“
ସକାଳ ଆସେ ନିଦ ଭରା ଆଖି,
କଫି କପେ ହସେ ମୋ ସକାଳ ସାଥୀ।
ତିକ୍ତ ସ୍ୱାଦେ ମଧ୍ୟ ଅଛି ମିଠା ପ୍ରୀତି,
ଏକ ଚୁମୁକେ ଫେରେ ହଜିଥିବା ସ୍ମୃତି।।
ରାତି ଅଧା, ଏକା ମୁଁ, କଫି ଥଣ୍ଡା,
ଭାବନା ସବୁ ମନେ ବଡ ଗଣ୍ଡା।
ଚୁମୁକେ ଚୁମୁକେ ଜୀବନ ପିଉଛି,
କଫି ନୁହେଁ ବିରହ ଲେଖୁଛି।।
Priyanka Panda
”
More oriya quote from Priyanka Panda
Download StoryMirror App