STORYMIRROR

ସିଏ ସିନା...

ସିଏ ସିନା ତାସ୍ ଘର ଭାଙ୍ଗିଲା ଭଳି ନିମିଷକେ ଭାଙ୍ଗିଦେଇ ଚାଲିଗଲା ମୋ ସ୍ଵପ୍ନର ବାଲିଘର, ସ୍ୟାହି ନଥିବା କଲମ ଭଳି ଅଦରକାରୀ ଭାବେ ଫୋପାଡ଼ି ଦେଲା ମୋ ଆବେଗ। କିନ୍ତୁ କେହିଜଣେ ଆଉଥରେ ଖୋଜିଆଣି ବଢେଇ ଦେଲା ହାତକୁ ମଶାଣିରେ ବିଞ୍ଚି ହେଇ ପଡ଼ିଥିବା ମୋ ଦରଭଙ୍ଗା ସ୍ଵପ୍ନମାନଙ୍କୁ ।

By Shekhar Chandra Modi
 2


More oriya quote from Shekhar Chandra Modi
0 Likes   0 Comments