STORYMIRROR
ସିଏ...
ସିଏ ନାରୀ
କେବେ...
ସିଏ ନାରୀ...
“
ସିଏ ନାରୀ
କେବେ ସେ ଭଗିନୀ କେବେ ସେ ଜନନୀ
କେବେ ପୁଣି ସେ ସଙ୍ଗିନୀ
କେବେ ସେ ତାରିଣୀ କେବେ ସଦ ପଦ୍ମିନୀ କେବେ ଦୁର୍ଗତିନାଶିନୀ
ସବୁ ଚରିତ୍ରକୁ ହସି ହସି ହାଏ ଯିଏ ନେଇପାରେ ଆଦରି
ସେ ନାରୀ।
”
17
More oriya quote from Papu parida
Download StoryMirror App