STORYMIRROR
ଶ୍ରୀକୃଷ୍ଣ...
ଶ୍ରୀକୃଷ୍ଣ...
ଶ୍ରୀକୃଷ୍ଣ...
“
ଶ୍ରୀକୃଷ୍ଣ ଆସୁଛନ୍ତି ବୋଲି
....................................
ହେ କୃଷ୍ଣ ! କି କହିବି ତୁମକୁ
ଭାଇ,ବନ୍ଧୁ,ସଖା ବା ଭଗବାନ
ଡରଲାଗେ କାଳେ ଶୁଣିଥିବା ତବ ଲୀଳା
କେବେ ହେଇ ଯିବନିତ ମଳିନ
ଆସନାହିଁ ଧରାପୃଷ୍ଠେ ଆଉଥରେ ତାରିବାକୁ ପତିତଙ୍କୁ
ମନରେ ଉତ୍ସାହ ସେମିତି ଥାଉ, ଶ୍ରୀକୃଷ୍ଣ ଆସୁଛନ୍ତି ବୋଲି ।
”
204
More oriya quote from Dibya Ranjan Sahoo
Download StoryMirror App