ମୁଁ ସିଏ ନୁହେଁ ! ଯାହାକୁ ତମେ ଖୋଜୁଛ 🙃
Share with friends
ହାରି ହାରି ଯିଏ ଜିତିବା ଶିଖିଚି , ତାକୁ ହରେଇବ କିଏ ମରି ମରି ଯିଏ ବନ୍ଚିବା ଶିଖିଚି, ତାକୁବା ମାରିବ କିଏ ସମୟ ଆସିବ ଦୁନିଆ କହିବ ତମେ କିଏ ଆମେ କିଏ....
ତମେ ହେଉଛ ସିଏ ଯାହାକୁ ମୁଁ ବେଶୀ ଭଲ ପାଏ ତମ ବିନା ସ୍ବପ୍ନ ଦେଖିବା ତୁଚ୍ଛ ଲାଗେ ମୋର ପ୍ରତିଟି ଭାଷା ରେ ତମେ ଏଥିରେ ସନ୍ଦେହ ନାହିଁ ଯେ ମୁଁ ତୁମକୁ କେତେ ଭଲ ପାଏ.... 🥰💖🥰 ......JusT FoR U