STORYMIRROR

ଶିଶୁଟିଏ.. ସେ...

ଶିଶୁଟିଏ.. ସେ ଫୁଲ କଢ଼ିଟିଏ.. କଞ୍ଚାମାଟିର ପିଣ୍ଡୁଳାଟିଏ.. ନୂତନ ସମ୍ଭାବନାର ଉତ୍ସଟିଏ.. ପ୍ରକୃତିକୋଳରେ ଅଙ୍କୁରିତ ବୀଜଟିଏ.. ଦେଶ ମାତୃକାର ଉଜ୍ୱଳ ଭବିଷ୍ୟତଟିଏ.. ସରଳ କୋମଳମତି ଅନବରତ ସ୍ରୋତଟିଏ.. ପରିପକ୍ୱତା ମଲାଟ ପଛେ ଲୁଚିଥିବା ମହାଦ୍ରୁମଟିଏ... ✍️ସୌମ୍ୟ...

By ସୌମ୍ୟରଞ୍ଜନ ନାୟକ
 19


More oriya quote from ସୌମ୍ୟରଞ୍ଜନ ନାୟକ
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   1 Comments