STORYMIRROR
ଶିଶୁ ଫୁଲ...
ଶିଶୁ ଫୁଲ...
ଶିଶୁ ଫୁଲ...
“
ଶିଶୁ ଫୁଲ ପରି
ବଗିଚାଟି ଜମା ଦିଶେନି ସୁନ୍ଦର
ଯଦି ଫୁଟି ନାହିଁ ଫୁଲ
ମରୁଭୂମି ଭଳି ଶିଶୁ ବିନା ଘର
ଲାଗେନି କଦାପି ଭଲ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
69
More oriya quote from Kshitish Jena
Download StoryMirror App