STORYMIRROR
ଶିଶୁ ଦେଶର...
ଶିଶୁ ଦେଶର...
ଶିଶୁ ଦେଶର...
“
ଶିଶୁ ଦେଶର ଭବିଷ୍ୟତ
ଶିଶୁଟିଏ ଓଦାମାଟି
ପିଣ୍ଡୁଳା ସମାନ
ନରମ ତା'ବୁଦ୍ଧି ବପୁ
ନୁହେଁ ତାହା ଟାଣ
ଯେଉଁ ଛାଞ୍ଚେ ପକାଇବ
ସେପରି ହୁଅଇ
ମୂର୍ତ୍ତୀଗଢ଼ା ହେବା ପରେ
ଆଉ ନ ବଦଳଇ
ସରସ ସୁନ୍ଦର ହେବେ
ଆମ ଶିଶୁ ଗଣ
ହେଳା କେବେ କରିବାନି
ପିତାମାତା ଗଣ
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
61
More oriya quote from Kshitish Jena
Download StoryMirror App