STORYMIRROR
...
ଶୀର୍ଷକ -...
...
“
ଶୀର୍ଷକ - ନିଦାଘ
ପ୍ରକୃତିର ଆଉ ନ କରିଣ ଦୋହନ
ଜଳ,ଭୂମି,ବନର କରିବା ସଂରକ୍ଷଣ
ପରିବେଶ ପ୍ରଦୁଷଣ ରଖି ନିୟନ୍ତ୍ରଣେ
ଲାଘବ କରିବା ଦାରୁଣ ନିଦାଘ କଷଣ।
****
ନାରାୟଣ ଚନ୍ଦ୍ର ନାୟକ
ଜାମସେଦପୁର
”
More oriya quote from Narayan chandra Nayak
Download StoryMirror App