STORYMIRROR

ଆସ ମୌସୁମୀ...

ଆସ ମୌସୁମୀ ବରଷାକୁ ଧରି ଭିଜି ଯାଉ ମହୀ ନକରି ଡେରି ⛈️⛈️⛈️⛈️⛈️⛈️⛈️⛈️ ଆସ ମୌସୁମୀ ବରଷାକୁ ଧରି ଭିଜି ଯାଉ ମହୀ ନକରି ଡେରି ନିଦାଘର କୋପ ଯିବ ଅପସରି ବରଷିବ ଯେବେ ତୁମେ ଝିରିଝିରି ଶୀତଳତା ଭରି ଯିବ ଏ ଜଗତେ ଚତୁର୍ଦ୍ଦିଗେ ଖେଳିଯିବ ଖୁସି ଲହରୀ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

By Narayan chandra Nayak
 2


More oriya quote from Narayan chandra Nayak
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments