STORYMIRROR
ସେ କନ୍ୟା...
ସେ କନ୍ୟା...
ସେ କନ୍ୟା...
“
ସେ କନ୍ୟା ସନ୍ତାନ
ତାର ସ୍ୱାଗତ୍ କି ହେବ..?
ଧରିତ୍ରୀ ପୃଷ୍ଟ କୁ
ସେ ଆସି କି ପାରିବ...??
ବୋଧେ ଅନ୍ତ ରେ
ତାର ମୃତ୍ୟୁ ହୋଇଯିବ..!!
ଭୃଣ ଅବସ୍ତା ରେ
ତାକୁ ନଷ୍ଟ କରାଯିବ .....!!
”
347
More oriya quote from Sumitra Nayak
Download StoryMirror App