Sumitra Nayak
Literary Brigadier
AUTHOR OF THE YEAR 2021 - NOMINEE

121
Posts
0
Followers
0
Following

ଅନ୍ତରର ଅପ୍ରକାଶିତ ବାର୍ତ୍ତା,,,,, ଯାହା ମୁଁ ମୋ ଲେଖନୀ ମାଧ୍ୟମ ରେ ନିସୃତ କରିଥାଏ..... । ମୋର ଲେଖା ସମସ୍ତ ଙ୍କ ପାଖରେ ମୁଗ୍ଧକର ହେଉ.....,, ଏହା ମୋ ଇଚ୍ଛା.... ।😊

Share with friends

ପୀରତି ଅତୀତର ଯାହା କେବଳ ଭାବନାରେ ବିହିତ,, ବର୍ତ୍ତମାନ ତ' ମୁଁ କେବଳ ତୁମ ବିଚ୍ଛେଦରେ ନିହିତ। 

ଅଲିଭା କାହାଣୀ ଲିଭି ହୁଏ ନାହିଁ ହୃଦୟ ର ଶ୍ଵେତ ଫର୍ଦ୍ଦେ ... । ଗମ୍ଭିର ପ୍ରେମର ତୁଳିରେ ଲିଖିତ ମାଧୁର୍ଯ୍ୟ ର ପୂର୍ଣ୍ଣ ଶବ୍ଦେ ... ।

ଅଲିଭା କାହାଣୀ ଲିଭି ହୁଏ ନାହିଁ ହୃଦୟ ର ଶ୍ଵେତ ଫର୍ଦ୍ଦେ ... । ଗମ୍ଭିର ପ୍ରେମର ତୁଳିରେ ଲିଖିତ ମାଧୁର୍ଯ୍ୟ ର ପୂର୍ଣ୍ଣ ଶବ୍ଦେ ... ।

ସେ କନ୍ୟା ସନ୍ତାନ   ତାର ସ୍ୱାଗତ୍ କି ହେବ..? ଧରିତ୍ରୀ ପୃଷ୍ଟ କୁ ସେ ଆସି କି ପାରିବ...?? ବୋଧେ ଅନ୍ତ ରେ ତାର ମୃତ୍ୟୁ ହୋଇଯିବ..!! ଭୃଣ ଅବସ୍ତା ରେ ତାକୁ ନଷ୍ଟ କରାଯିବ .....!!


Feed

Library

Write

Notification
Profile