STORYMIRROR
ସବୁଠାରୁ...
ସବୁଠାରୁ ଶ୍ରେଷ୍ଠ...
ସବୁଠାରୁ...
“
ସବୁଠାରୁ ଶ୍ରେଷ୍ଠ ଗୁରୁ ସମୟ ଅଟଇ
ପ୍ରତି ମୁହୂର୍ତ୍ତରେ ନୁଆଁ ଶିକ୍ଷା ଦେଉଥାଇ
ସମୟ କୁ ଦିଏ ଯିଏ ପ୍ରକୃତ ସମ୍ମାନ
ସଫଳତା ତା ପଛରେ ହୁଏ ଧାବମାନ
ସମୟ ର ଆଶିଷ ଯା ମଥା ରେ ରହିଛି
ପଙ୍କିଳ ରାସ୍ତା ରେ ବି ତା ପଦୁଅଁ ପୁଟିଛି ା
-ଆହ୍ଲାଦିନୀ-
”
28
More oriya quote from Alhadini Panigrahi dash
Download StoryMirror App