STORYMIRROR
ସବୁକିଛି...
ସବୁକିଛି ନହେଲେ ବି...
ସବୁକିଛି...
“
ସବୁକିଛି ନହେଲେ ବି ବହୁତକିଛି ଦେଇଥାଏ ନିୟତି !!!
ଆଉ ଆମେ ନପାଇପାରିଥିବା ଆଶା ସବୁରେ ଛନ୍ଦିହେଇ ଅବଶୋଷର ମାନସାଂକ କଷୁଥାଉ.....ଏପଟେ ମିଳିଥିବା ପ୍ରାପ୍ତ ଆଶୀର୍ବାଦ ଗୁଡାକ ଅଲୋଡା ହେଇ ଗୋଟେ କୋଣରେ ପଡି ଛଟପଟ ହେଉଥାଆନ୍ତି ॥
✍Sushree Shibanee
”
505
More oriya quote from SushreeShibanee Das
Download StoryMirror App