STORYMIRROR
ସବୁ...
ସବୁ କାଚରେ ଚେହେରା...
ସବୁ କାଚରେ...
“
ସବୁ କାଚରେ ଚେହେରା ଦେଖି ହୁଏନି ବୋଲି ଆଇନା ବାରି ହୋଇଯାଏ। ସବୁ ମଣିଷ ମନ ଜାଣି ହୁଏ ନାହିଁ ବୋଲି କିଛି ଭଲ ଲୋକଙ୍କ ଗହଣରେ ଆମେ ରହି ପାରୁ ନାହିଁ; କିନ୍ତୁ କାଚ ଏବଂ ମଣିଷ ମଧ୍ୟରେ ଏତିକି ପାର୍ଥକ୍ୟଯେ କାଚ ଟିରେ ରଙ୍ଗ ବୋଳିଦେଲେ ଆଇନାରେ ପରିଣତ ହୋଇଯାଏ ମାତ୍ର ମନରେ ରଙ୍ଗ ବୋଳିହୋଇଗଲେ ସେ ଛଦ୍ମବେଶୀ ପାଲଟିଯାଏ।
Kumar Ashok 🥰
”
14
More oriya quote from ଅଶୋକ କୁମାର ମହାନ୍ତ l
Download StoryMirror App