STORYMIRROR
ସବୁ ଅଳିକ ଏ...
ସବୁ ଅଳିକ ଏ...
ସବୁ ଅଳିକ ଏ...
“
ସବୁ ଅଳିକ ଏ ସଂସାରେ,
ମୃତ୍ୟୁକୁ ଡରନାହିଁ ତିଳେ,
ମୃତ୍ୟୁକୁ ଯେବେ ଡରୁଥିବା,
ପ୍ରତି ମୁହୂର୍ତ୍ତେ ମରୁଥିବ।
ଜନମ ନେଲେ ମୃତ୍ୟୁ ଥୟ,
ଭବିତବ୍ୟକୁ କିମ୍ପା ଭୟ?
”
261
More oriya quote from Kulamani Sarangi
Download StoryMirror App