STORYMIRROR
ସାତ ଜନମର...
ସାତ ଜନମର...
ସାତ ଜନମର...
“
ସାତ ଜନମର ସାଥୀ
ସାତଟି ରଙ୍ଗକୁ ନେଇ ଇନ୍ଦ୍ରଧନୁ
ସାତଟି ସୁରରେ ହୁଅଇ ଗୀତ
ସପ୍ତମ ଋତୁର ନାମ ଅଟେ ପ୍ରେମ
ସାତ ଜନମର ସାଥୀଟି ମିତ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
53
More oriya quote from Kshitish Jena
Download StoryMirror App