STORYMIRROR

ସାଇକେଲ୍‌...

ସାଇକେଲ୍‌ ଚଲାଅ ସାଇକେଲ୍‌ ନିତି ଚଢ଼ କିଛି କିଛି ଦେହ ମନ ପରା ରହିବ ସୁସ୍ଥ ଗାଡ଼ି ଧୂଆଁ କମେ ବଞ୍ଚେ ପୁଣି ତେଲ ପରିବେଶ ହୁଏ ନାହିଁ ଦୂଷିତ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

By Kshitish Jena
 260


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments