STORYMIRROR
ରୁପ...
ରୁପ ,ଯଉବନ ଦି'...
ରୁପ ,ଯଉବନ...
“
ରୁପ ,ଯଉବନ ଦି' ଦିନ କୁଣିଆଁ
ଆଜି ଅଛି , କାଲି ନାହିଁ
ବାହ୍ୟ ସୌନ୍ଦର୍ଯ୍ୟ କୁ ନେଇ କରି ବନ୍ଧୁ
ଗର୍ବ କରି ଲାଭ ନାହିଁ ା
ବିଶ୍ବପ୍ରେମ ଫୁଲ ଫୁଟେ ଯା ହୃଦୟେ
ଶାଶ୍ବତ ସୌନ୍ଦର୍ଯ୍ୟ ସେହି
ମୃତ୍ୟୁ ପରେ ବି ସେ ସୌନ୍ଦର୍ଯ୍ୟ ଦିପ୍ତୀ
ମହଳନ ପଡେ ନାହିଁ ା
*ଆହ୍ଲାଦିନୀ ପାଣିଗ୍ରାହୀ ଦାଶ *
”
32
More oriya quote from Alhadini Panigrahi dash
Download StoryMirror App