STORYMIRROR
ରୋଗର ବାହକ...
ରୋଗର ବାହକ...
ରୋଗର ବାହକ...
“
ରୋଗର ବାହକ ନିଶା
ନିଶା ଆହରଣ କ୍ୟାନ୍ସର୍ କାରଣ
ନିଶା ଦ୍ରବେ ଲେଖାଅଛି
ତଥାପି ମଣିଷ ନ ବୁଝିକି ପୁଣି
ନିତି ନିଶା ଖାଉଅଛି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
31
More oriya quote from Kshitish Jena
Download StoryMirror App