STORYMIRROR
ରଂଗିନ୍ ଚଷମା...
ରଂଗିନ୍ ଚଷମା...
ରଂଗିନ୍ ଚଷମା...
“
ରଂଗିନ୍ ଚଷମା ପିନ୍ଧିଥିବା ଲୋକ କୁ ଦୁନିଆଁ ଟା ରଂଗିନ୍ ଦେଖାଯାଏ।ସେଇ ଆଢୁଆଳରୁ ଗରିବର ଶାଗ ପଖାଳକୁ ବି ଡେଲିସିଅସ୍ ଦିଶେ...ୟୁଜ୍ ଏଣ୍ଡ୍ ଥ୍ରୋ ଗ୍ଲାସ୍ ର ଅସନା ପାଣି ବି ଅଫିସର୍ସ ଚଏସ୍ ହ୍ୱିଶ୍କି ଭଳି ଦିଶେ...ଦରଭଂଗା କୁଡିଆକୁ ଟ୍ରାଡିସନାଲ୍ ଲୁକ୍ ବୋଲି ବାହାବା କରେ...।ଧନ୍ୟ...ଧନ୍ୟରେ ମଣିଷ...
(ଦେବଯାନୀ ମେଶୁଆ)
”
221
More oriya quote from debajani mesua
Download StoryMirror App