STORYMIRROR

ରାଧା ପ୍ରେମେ...

ରାଧା ପ୍ରେମେ ଶ୍ୟାମ ପାଗଳ ହୋଇଛି କୃଷ୍ଣ ପ୍ରେମେ ରାଧା ବାଇ, ନଟଖଟିଆ କୁ ଦେଖିବାକୁ ଟିକେ ନିନ୍ଦା ଅପବାଦ ଖାତିରି ନକରି ରାଧା ଯାଏ ନିତି ଧାଇଁ। ଶାଶ୍ୱତ ପ୍ରେମର ଶାଶ୍ୱତ କାହାଣୀ ରାଧା କୃଷ୍ଣ ପ୍ରେମ କଥା, ପ୍ରକୃତି ପୁରୁଷ ରାଧା ଦାମୋଦର ପାଦେ ନୁଆଁଉଚି ମଥା।

By Jyotiranjan Panda
 27


More oriya quote from Jyotiranjan Panda
0 Likes   0 Comments