STORYMIRROR

ପତର ଭିତରେ...

“ ପତର ଭିତରେ ପତର ଟିଏ ନିମ ପତର ନାମ ତାହାର .. ପାଟି କୁ ପିତା ଲାଗିଲେ ମଧ୍ୟ କରେ ବହୁତ ସେ ଉପକାର .. ପିତା ଲାଗିଲେ ପାଟି କୁ ମଧ୍ୟ ଦେହ ପାଈଁ ସେ ହିତ .. ସବୁ ରୋଗ ର ଔଷଧ ସିଏ ରୋଗୀ ର ବଡ ମିତ.. ”

By Abismita Mishra
 20


More oriya quote from Abismita Mishra
0 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments
1 Likes   0 Comments