STORYMIRROR

ପ୍ରତ୍ୟେକଙ୍କ...

ପ୍ରତ୍ୟେକଙ୍କ ଆତ୍ମାରେ ବିରାଜମାନ କରୁଥିବା ଈଶ୍ୱର ଜାଗ୍ରତ ହୋଇଗଲେ ଦେଶରୁ ଅନ୍ୟାୟ, ଅନୀତି, ଅତ୍ୟାଚାର , ଅଧର୍ମ, ଇର୍ଷା ଦୂରେଇ ଯାଇ ସତ୍ୟ ଶାନ୍ତି ଅହିଁସା ବିରାଜମାନ ହୋଇ ଦୟା କ୍ଷମା କରୁଣା ପ୍ରେମ ରୂପକ ଦଉଡିରେ ବାନ୍ଧି ହୋଇ ହସଖୁସି ସୁଖଶାନ୍ତିର ବୈକୁଣ୍ଠ ରୂପକ ସଂସାର ଗଢ଼ିଉଠି ଶାନ୍ତିର କପୋତ ଆକାଶରେ ବିଚରଣ କରିବ l *ସୁକାନ୍ତି ହୋତା*

By Sukanti Hotta
 120


More oriya quote from Sukanti Hotta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments