STORYMIRROR
ପ୍ରତ୍ୟେକଙ୍କ...
ପ୍ରତ୍ୟେକଙ୍କ...
ପ୍ରତ୍ୟେକଙ୍କ...
“
ପ୍ରତ୍ୟେକଙ୍କ ଆତ୍ମାରେ ବିରାଜମାନ କରୁଥିବା ଈଶ୍ୱର ଜାଗ୍ରତ ହୋଇଗଲେ ଦେଶରୁ ଅନ୍ୟାୟ, ଅନୀତି, ଅତ୍ୟାଚାର , ଅଧର୍ମ, ଇର୍ଷା ଦୂରେଇ ଯାଇ ସତ୍ୟ ଶାନ୍ତି ଅହିଁସା ବିରାଜମାନ ହୋଇ ଦୟା କ୍ଷମା କରୁଣା ପ୍ରେମ ରୂପକ ଦଉଡିରେ ବାନ୍ଧି ହୋଇ ହସଖୁସି ସୁଖଶାନ୍ତିର ବୈକୁଣ୍ଠ ରୂପକ ସଂସାର ଗଢ଼ିଉଠି ଶାନ୍ତିର କପୋତ ଆକାଶରେ ବିଚରଣ କରିବ l
*ସୁକାନ୍ତି ହୋତା*
”
120
More oriya quote from Sukanti Hotta
Download StoryMirror App