STORYMIRROR
ପ୍ରତି...
ପ୍ରତି ସ୍ପନ୍ଦନ ରେ...
ପ୍ରତି...
“
ପ୍ରତି ସ୍ପନ୍ଦନ ରେ ତୁ ଅଛୁ ମୋର,
ପ୍ରତି ନିଶ୍ୱାସ ରେ ତୋ ନା..
କେଜାଣି କାହିଁକି ତଥାପି ଝୁରୁଛି
ଆଖି ଖୋଜୁଛି ଖାଲି ତୋର ଚେହେରାକୁ
ମନ ଖୋଜେ ତୋର ଅବସ୍ଥାନ।।
”
78
More oriya quote from Banasmita Behera
Download StoryMirror App