Banasmita Behera
Literary Lieutenant
24
പോസ്റ്റ്സ്
1
ഫോളോവെർസ്
0
ഫോളോവിങ്

I'm Banasmita and I love to read StoryMirror contents.

കൂട്ടുകാരുമായി പങ്കുവെക്കുക
Earned badges
See all

Sometimes it's too much difficult to describe, what the actual life of a woman is???..

ଘଣ୍ଟା ରେ ୬ ଟା ହେଇଥିବ ଆଉ..କେତେ ଶୋଇବୁ ଦିନ ଆସି ୧୦ ଟା ହେଲାଣି କହି ନିଦ ଭାଙ୍ଗୁଥିବା ସେହି ମାଆ ମାନଙ୍କୁ ଆଜି ମାତୃ ଦିବସ ରେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭ କାମନା।।

ନା ଅଭିମାନ କରିବାର ଇଛା ଅଛି , ନା ଅଭିଯୋଗ କରିବାର ଅଧିକାର... ଜାଣିପାରୁନି ଏ ସମ୍ପର୍କରେ କଣ ଅଛି....ଲାଗୁଛି କିଛି ନାହିଁ କିନ୍ତୁ ଭାବୁଛି ସବୁ ଅଛି...

ତୋ ଆଖିରେ କେବେ ଆଖି ମିଶେଇ କିଛି କହିପାରିଲି ନାହିଁ, କାରଣ ଥିଲା କି କାଳେ ତୁ ମୋ ଆଖିରେ ଥିବା ପ୍ରେମ ର ଭାଷା କୁ ବୁଝିଯିବୁ।।।।

ପ୍ରତି ସ୍ପନ୍ଦନ ରେ ତୁ ଅଛୁ ମୋର, ପ୍ରତି ନିଶ୍ୱାସ ରେ ତୋ ନା.. କେଜାଣି କାହିଁକି ତଥାପି ଝୁରୁଛି ଆଖି ଖୋଜୁଛି ଖାଲି ତୋର ଚେହେରାକୁ ମନ ଖୋଜେ ତୋର ଅବସ୍ଥାନ।।

ନିଜର ଲୋକ ସବୁ ଏତେ ରଙ୍ଗ ଦେଖେଇଲେଣି ଯେ ସେମାନଙ୍କ ସାମ୍ନାରେ ହୋଲି ର ରଙ୍ଗ ବି ଫିକା ପଡ଼ିଗଲାଣି

People said they found their love...but for me I grew up with love...

ବହୁତ ଦିନ ପରେ ଘରକୁ ଯାଇଥାଏ। ହଷ୍ଟେଲ ଫେରିବା ଦିନ ବାପା କୌଣସି କାମରେ ବାହାରକୁ ଯାଇଥାନ୍ତି। ମୁଁ ଯିବ ପାଇଁ ବାହାରିବା ବେଳକୁ ମାଆ ମୋ ହାତରେ ୫୦ ଟଙ୍କା ଗୁଞ୍ଜି ଦେଇ କହିଲା ବାପା ତ ଆସିନାହାନ୍ତି, ମୁଁ ବା କଉଠୁ କଣ ଆଣିବି ଯେ ଦେବି, ଏତିକି ରଖିଥା ହାତ ଖର୍ଚ୍ଚ କରିବୁ। ମନେ ମନେ ଭାବୁଥିଲି ଗୋଟେ ଆତ୍ମା କୁ ନିଜ ହାଡ଼ ମାଂସ ଦେଇ ନୂଆ ଜୀବନ ଦେଲୁ ଆଉ ପୁଣି କଣ ଦେଇଥାନ୍ତୁ....।

ସ୍ବପ୍ନର ଦୁନିଆରେ ବଞ୍ଚିବାକୁ କାହାର ବା ଇଛା ନଥାଏ.. କିନ୍ତୁ ସେହି ଦୁନିଆରେ ହସର ବଇରୀ ସାଜେ ଆଜିର ବାସ୍ତବତା।। *ବନସ୍ମିତା*


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ