STORYMIRROR

ବହୁତ ଦିନ...

“ ବହୁତ ଦିନ ପରେ ଘରକୁ ଯାଇଥାଏ। ହଷ୍ଟେଲ ଫେରିବା ଦିନ ବାପା କୌଣସି କାମରେ ବାହାରକୁ ଯାଇଥାନ୍ତି। ମୁଁ ଯିବ ପାଇଁ ବାହାରିବା ବେଳକୁ ମାଆ ମୋ ହାତରେ ୫୦ ଟଙ୍କା ଗୁଞ୍ଜି ଦେଇ କହିଲା ବାପା ତ ଆସିନାହାନ୍ତି, ମୁଁ ବା କଉଠୁ କଣ ଆଣିବି ଯେ ଦେବି, ଏତିକି ରଖିଥା ହାତ ଖର୍ଚ୍ଚ କରିବୁ। ମନେ ମନେ ଭାବୁଥିଲି ଗୋଟେ ଆତ୍ମା କୁ ନିଜ ହାଡ଼ ମାଂସ ଦେଇ ନୂଆ ଜୀବନ ଦେଲୁ ଆଉ ପୁଣି କଣ ଦେଇଥାନ୍ତୁ....। ”

By Banasmita Behera
 610


More oriya quote from Banasmita Behera
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments