STORYMIRROR
ପ୍ରତି...
ପ୍ରତି ମନୁଷ୍ୟର...
ପ୍ରତି...
“
ପ୍ରତି ମନୁଷ୍ୟର ଜୀବନ
ଅଟେ ଏକ କାହାଣୀ,
ହୋଇପାରେ ତାହା ସୁଖଦ
ଅବା ଦୁଃଖଦ ପୁଣି।
ଅଜାଗା ଘାଆକୁ ଦେଖାଇ
ହୁଏନାହିଁ ଯେପରି,
କିଛି କଥା ମନଭିତରେ
ରହିଥାଏ ଗୁମୁରି।
”
233
More oriya quote from Kulamani Sarangi
Download StoryMirror App