STORYMIRROR
ପ୍ରତି...
ପ୍ରତି ଆଶା ର ଶେଷ...
ପ୍ରତି ଆଶା ର...
“
ପ୍ରତି ଆଶା ର ଶେଷ ନଥାଏ
ପ୍ରତି ଭାବନା ର ଅନ୍ତ ନଥାଏ
ଶେଷ କରିବା କୁ ପଡେ ସେହି ଆଶା କୁ
ଅନ୍ତ କରିବାକୁ ପଡେ ସେହି ଭାବନା କୁ
ଯେଉଁ ଆଶା, ଯେଉଁ ଭାବନା ରେ ବାସ୍ତବତା ହିଁ ନଥାଏ
”
365
More oriya quote from Himanshu Mohapatra
Download StoryMirror App