STORYMIRROR
ପୃଥିବୀ...
ପୃଥିବୀ ର କୌଣସିବି...
ପୃଥିବୀ ର...
“
ପୃଥିବୀ ର କୌଣସିବି କୋଣ କୁ ମୁଁ ଯାଏ ,
ତତେ ମୋ ଭାବନା ରୁ ଅଲଗା କରି ପାରେନା।
ତୋ ସହ ମୋ ସମ୍ପର୍କ କିଛି ଏମିତିକା
ତୋର ଶରୀର ର ଚୁମ୍ବକିୟ ଶକ୍ତିକୁ ମୁଁ
ଖୋଲା ପବନର
ବି ସ୍ପର୍ଶ କରିପାରେ...
”
15
More oriya quote from Anuradha Nath
Download StoryMirror App