STORYMIRROR
ପରିଚୟ ନିଜ...
ପରିଚୟ ନିଜ...
ପରିଚୟ ନିଜ...
“
ପରିଚୟ ନିଜ ଅସ୍ତିତ୍ବ ର
କଥା କହେ ସମୟ
ଜୀବନ ତ ବହିଯାଏ
ସ୍ମୃତି ହୁଏ ହୃଦୟ
ଚଲାପଥେ ଭେଟ ହୁଏ
ଅନେକ ଅଚିନ୍ହା ମୁହଁ
ମନ ନିବିଡ଼ ହୁଏ ଯେବେ
ସମ୍ପର୍କ ର ଛୁଟେ ସୁଅ
”
12
More oriya quote from saumya pattnaik
Download StoryMirror App