STORYMIRROR
**ପରିବା...
**ପରିବାର**
ଜଣକ...
**ପରିବାର**
ଜ...
“
**ପରିବାର**
ଜଣକ ଓଠ ର ଫୁଲ ଭରି ଦିଏ
ସଭି ଙ୍କ ହୃଦୟେ ଫଗୁଣ
ମିଳି ମିଶି ବାଣ୍ଟିଲେ ସପନ,
ହଜିଯାଏ
ନୟନୁ ଶ୍ରାବଣ
ଋତୁ ଆସେ ,ଋତୁ ଯାଏ ଏସବୁତ
ସମୟ ର ଖେଳ
ସମ୍ପର୍କ ର ହାତ ଧରି ଚାଲି ଜାଣିଥିଲେ
ସବୁ ଋତୁ ଲାଗୁଥିବ ବସନ୍ତ, ବସନ୍ତ ା
*ଆହ୍ଲାଦିନୀ*
”
59
More oriya quote from Alhadini Panigrahi dash
Download StoryMirror App