STORYMIRROR
ପ୍ରେମର...
ପ୍ରେମର ହାତ ଧରି...
ପ୍ରେମର ହାତ...
“
ପ୍ରେମର ହାତ ଧରି ବାଟ ଚାଲିହୁଏ ସତ!
ହେଲେ ବାସ୍ତବ ତ ସେତେବେଳେ କଷ୍ଟ ଦିଏ
ଯେତେବେଳେ ଜୀବନ କେବଳ ପ୍ରେମରେ କାଟି ହୁଏନା
ସନ୍ଦେହ ଆଉ ପ୍ରତାରଣା ର କଳା ଛାଇ
ଯେବେ ଲୁଚେଇଦିଏ ପ୍ରେମକୁ
ମନର ଅଜଣା ପ୍ରଶ୍ନ ଭିତରେ।
”
17
More oriya quote from Prakash ranjan Swain
Download StoryMirror App