STORYMIRROR

ପ୍ରେମର ବିରହ...

ପ୍ରେମର ବିରହ ବିଷରେ ମୁଁ ଜଳୁଛି ମୋତେ ଏକା କରି ତୁମେ ଚାଲିଗଲ କେମିତି ବଞ୍ଚିବି ମୋର ପ୍ରିୟତମ ତୁମ ବିନା ମୋର ହୃଦୟ ଜର୍ଜରିତ ଭୁଲି ପାରିବିନି ତୁମର ସେଇ ଅଲିଭା ପ୍ରେମକୁ ଭୁଲିପାରିବିନି ତୁମ ସହ ବିତାଇ ଥିବା କେଇଟା ମୁହୂର୍ତକୁ

By Sudesna Swain
 326


More oriya quote from Sudesna Swain
23 Likes   0 Comments
19 Likes   0 Comments
31 Likes   0 Comments