STORYMIRROR

ପ୍ରେମର ଅର୍ଥ...

ପ୍ରେମର ଅର୍ଥ ପାଇବା ନୁହେଁ। କାହାକୁ ଖୁସି ଦେବାରେ ପ୍ରେମର ସାର୍ଥକତା ହୋଇଥାଏ। ଅବଶ୍ୟ ତାହା କଷ୍ଟ ଦେଇଥାଏ, କିନ୍ତୁ ନ ପାଇବାର ଦୁଃଖ ହିଁ ଶାଶ୍ଵତ ପ୍ରେମ ଅଟେ। କଷ୍ଟରେ ମଧ୍ୟ ଭଲପାଇବାର ଆନନ୍ଦ ମନକୁ ଅଧିକ ମଜଭୁତ କରିଥାଏ।

By Sonita Panda
 158


More oriya quote from Sonita Panda
1 Likes   0 Comments
24 Likes   0 Comments
15 Likes   0 Comments
28 Likes   0 Comments