STORYMIRROR

ପ୍ରେମ ତ...

ପ୍ରେମ ତ ଅଟଇ ନିରବ ପ୍ରତୀକ୍ଷା ଚିନ୍ତା ଚେତନା ଯେ ସାକ୍ଷୀ, ଶୟନେ ସପନେ କି'ବା ଜାଗରଣେ ହୃଦୟେ ପ୍ରିୟାକୁ ରଖି।

By Nihar Ranjan Acharya
 35


More oriya quote from Nihar Ranjan Acharya
1 Likes   0 Comments
1 Likes   0 Comments