STORYMIRROR

ପ୍ରେମ ମୋର...

ପ୍ରେମ ମୋର ସତ ଥିଲା ମିଛ ତୁମ ପ୍ରେମ ଥିଲା ବୁଝିବା ପୂର୍ବରୁ ଅବୁଝା ହେଇଛ ଏବେ ମତେ କାହିଁକି କରୁଛ ଆଉ ଥରେ ମନ ଥରେ ବି ଚିନ୍ତା କରି ନ ଥିଲ ହାତ ମୋର ଛାଡ଼ି ଦେଇ ଚାଲିଗଲ ସତରେ ହେଉ ଅବା ମିଛରେ..... ମୋ ପ୍ରେମ ତୁମ ପାଇଁ ବୋଲି ଗ୍ରହଣ କରି ନଥିଲ

By Gelamani Pradhan
 14


More oriya quote from Gelamani Pradhan
0 Likes   0 Comments
0 Likes   0 Comments
22 Likes   0 Comments
14 Likes   0 Comments
21 Likes   0 Comments