ପ୍ରେମ ମୋର ସତ ଥିଲା
ମିଛ ତୁମ ପ୍ରେମ ଥିଲା
ବୁଝିବା ପୂର୍ବରୁ ଅବୁଝା ହେଇଛ
ଏବେ ମତେ କାହିଁକି କରୁଛ ଆଉ ଥରେ ମନ
ଥରେ ବି ଚିନ୍ତା କରି ନ ଥିଲ
ହାତ ମୋର ଛାଡ଼ି ଦେଇ ଚାଲିଗଲ
ସତରେ ହେଉ ଅବା ମିଛରେ.....
ମୋ ପ୍ରେମ ତୁମ ପାଇଁ ବୋଲି ଗ୍ରହଣ କରି ନଥିଲ
"କିଛି ଲୁହ ବାକି ଅଛି
କିଛି ଲୁହ ଝରିଗଲା
ତୁମ ଅଭାବରେ"
Your power I'm
Your beautiful ledy I'm
because you love me
ମଦକୁ କରନି ମନ
ତମ ପାଖେ......
ଅଛି ମୋର ଅନେକ ଧନ
ମନର ଭାଷାକୁ କହିପାରୁନି
ଆଉ ତୁମଠୁ ଦୂରେଇ ମୁଁ....
ରହିବିପାରୁନି
ସମୟ ଯାଉଛି ସରି
କିନ୍ତୁ ତୁମେ ଆଉ ଆସିବକି ଫେରି....
ତମେ ଦେଇପାର
ମତେ ବ୍ୟଥା
କାହିଁକିନା ତମ ମନେ ଅଛି
ଅନେକ ପ୍ରକାର ଚିନ୍ତା
Mein jab chahu
Tab mein gussa kar sakti hoon
Our kuchh mang bhi sakti hoon
Kyu ki...
Yeh mera bhai ne
Khud mujhe haq diya hai
ମତେ ନିଜର କରିବାରେ
ତମର ଅଧିକାର ନାହିଁ
ଆଉ ମୋ ମନେ ବ୍ୟଥା ଦେବା ପାଇଁ
ତମ ପାଖେ କୋୖଣସି କାରଣ ବି ନାହିଁ