Gelamani Pradhan
Literary Captain
AUTHOR OF THE YEAR 2021 - NOMINEE

99
Posts
4
Followers
0
Following

I love my self ♥️😀

Share with friends

ପ୍ରେମ ମୋର ସତ ଥିଲା ମିଛ ତୁମ ପ୍ରେମ ଥିଲା ବୁଝିବା ପୂର୍ବରୁ ଅବୁଝା ହେଇଛ ଏବେ ମତେ କାହିଁକି କରୁଛ ଆଉ ଥରେ ମନ ଥରେ ବି ଚିନ୍ତା କରି ନ ଥିଲ ହାତ ମୋର ଛାଡ଼ି ଦେଇ ଚାଲିଗଲ ସତରେ ହେଉ ଅବା ମିଛରେ..... ମୋ ପ୍ରେମ ତୁମ ପାଇଁ ବୋଲି ଗ୍ରହଣ କରି ନଥିଲ

"କିଛି ଲୁହ ବାକି ଅଛି କିଛି ଲୁହ ଝରିଗଲା ତୁମ ଅଭାବରେ"

Your power I'm Your beautiful ledy I'm because you love me

ମଦକୁ କରନି ମନ ତମ ପାଖେ...... ଅଛି ମୋର ଅନେକ ଧନ

ମନର ଭାଷାକୁ କହିପାରୁନି ଆଉ ତୁମଠୁ ଦୂରେଇ ମୁଁ.... ରହିବିପାରୁନି

ସମୟ ଯାଉଛି ସରି କିନ୍ତୁ ତୁମେ ଆଉ ଆସିବକି ଫେରି....

ତମେ ଦେଇପାର ମତେ ବ୍ୟଥା କାହିଁକିନା ତମ ମନେ ଅଛି ଅନେକ ପ୍ରକାର ଚିନ୍ତା

Mein jab chahu Tab mein gussa kar sakti hoon Our kuchh mang bhi sakti hoon Kyu ki... Yeh mera bhai ne Khud mujhe haq diya hai

ମତେ ନିଜର କରିବାରେ ତମର ଅଧିକାର ନାହିଁ ଆଉ ମୋ ମନେ ବ୍ୟଥା ଦେବା ପାଇଁ ତମ ପାଖେ କୋୖଣସି କାରଣ ବି ନାହିଁ


Feed

Library

Write

Notification
Profile