STORYMIRROR
ପ୍ରେମ କେଉଁ...
ପ୍ରେମ କେଉଁ...
ପ୍ରେମ କେଉଁ...
“
ପ୍ରେମ କେଉଁ ଦୁଲ୍ଲର୍ଭ ରାଜ୍ୟର ଫଳ, ଯାହା ଖୋଜି ପାଇବାରେ ସାରା ଜନ୍ମ
ବିତିଯାଏ
ଅପଵାଦର ଡିଣ୍ଡିମ ବାଜେ,
ନିନ୍ଦରେ କାନ ଫାଟିପଡ଼େ,
ତଥାପି ପ୍ରେମିଯୁଗଳ ତାହା ମାନନ୍ତି ନାହିଁ
ଦୃଢକଣ୍ଠରେ କହେ -ଏକା ଏକା ବସିଥିବା ଜନ୍ମ ଜନ୍ମଯାଏ
”
310
More oriya quote from ARCHANA JENA
Download StoryMirror App