ARCHANA JENA
Literary Captain
27
పోస్ట్లు
1
అనుచరులు
1
అనుసరిస్తున్నారు

None

స్నేహితులతో పంచుకోండి
Earned badges
See all

ମୁଁ ନୁହେଁ ଭାନୁଜୀ ରାଓଙ୍କ ବିଷାଦର ଏକ ଋତୁ | ମୁଁ ନୁହେଁ ଅମାବାସ୍ୟାର ଚନ୍ଦ୍ର କାଉଲର ପ୍ରୀତି | ମୁଁ ନୁହେଁ ମରୀଚିକାର ଧୋକା ଦିଆ ଆଖି | ମୁଁ ତୁମ ସେହି ଅନାମିକା ନିହାରିକା |

Mutual is tha life Kon mujhe like karte Kon mujhe dislike karte Mujhe koei phark nehi padti Meri life he mujhe rehen he

ଜୀବନର ଶେଷ ଗତି ମୋ ମୁକ୍ତିର ପଥ ମୋ ଶେଷ ଶିଖା ମୋ ଅଦେଖା ପ୍ରୀତି ମୋ ଅଦେଖା ଭାବ ପ୍ରଭୂ ଜଗନ୍ନାଥ

ମୁଁ ଖରାପ ମଣିଷଟିଏ ହେଇପାରେ ଏ ଦୁନିଆ ପାଖରେ କିନ୍ତୁ ମୁଁ ସ୍ୱାର୍ଥବାଦୀ ନୁହେଁ,

ତୁମେ କୃଷ୍ଣ ମୁଁ ସୁଦାମା ନୁହେଁ ତୁମେ ଭଗବାନ ମୁଁ ଭକ୍ତ ନୁହେଁ ତୁମେ ସୃଷ୍ଟିର ସ୍ରଷ୍ଟା ମୁଁ ମଣିଷ ନୁହେଁ (ମୁଁ ବସୁଧା )

ଅନାଥର ନାଥ ଜଗନ୍ନାଥ, ହେ ଦୀନନାଥ, ମୋ ଦିନର ଆଲୋକ ଦୀପ କୁ ଲିଭାଇ ମତେ ଲୀନ କରିଦିଅ ତୁମଠାରେ, ମୁ ହେଇଯିବି ତୁଳସୀ, ତମ ହୃଦୟରେ ଚିରକାଳ ପାଇଁ ଚିରସ୍ଥାୟୀ ହେଇ ରହିଯିବି, ମୋ ନା ତୁଳସୀ

ପ୍ରେମ କେଉଁ ଦୁଲ୍ଲର୍ଭ ରାଜ୍ୟର ଫଳ, ଯାହା ଖୋଜି ପାଇବାରେ ସାରା ଜନ୍ମ ବିତିଯାଏ ଅପଵାଦର ଡିଣ୍ଡିମ ବାଜେ, ନିନ୍ଦରେ କାନ ଫାଟିପଡ଼େ, ତଥାପି ପ୍ରେମିଯୁଗଳ ତାହା ମାନନ୍ତି ନାହିଁ ଦୃଢକଣ୍ଠରେ କହେ -ଏକା ଏକା ବସିଥିବା ଜନ୍ମ ଜନ୍ମଯାଏ

ରେକାଳିଆ, ତୋ ହୃଦୟର ଶୀତଲତା ପାଇଁ ଚନ୍ଦନ ଦରକାର, କିନ୍ତୁ ମୋ ହୃଦୟ ପାଇଁ ତୁ ଦରକାର

ଦୁନିଆଟା ମାରୁ ମରୀଚିକା, ଯାହା ମନ ଭାବେ ତାହା ଘଟେନା ଯାହା ଚାହେଁ ତାହା ପାଏନା, ପାଏ ଆଞ୍ଜୁଳାଏ ଦୁଃଖ, ଦୁଇ ଥୋପା ପାଣି


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్