ପ୍ରେମ...

ପ୍ରେମ ଚିରନ୍ତନ ପ୍ରେମ ହିଁ ସାସ୍ୱତ ପ୍ରେମ ଦୁର୍ବଳତା ପ୍ରେମ ହିଁ ସାହସ ପ୍ରେମରେ ବନ୍ଧା ଏ ସାରା ଜଗତ ପ୍ରେମ ବିନା ଲାଗେ ସବୁ କୁତ୍ସିତ ।। ମନସ୍ଵିନୀ ମିଶ୍ର ରାଜକନିକା, କେନ୍ଦ୍ରାପଡ଼ା

By Manaswinee Mishra
 9


More oriya quote from Manaswinee Mishra
0 Likes   0 Comments