STORYMIRROR

ପଣତରେ ତାର...

ପଣତରେ ତାର ପୋଛିଦେଲେ ମୁହଁ ସବୁ ଦୁଃଖ କଷ୍ଟ ଯାଏ ମରି ଦୁନିଆରେ ସବୁ ସମ୍ପର୍କ ମିଳିବ କିନ୍ତୁ କିଏ ହେବ ମାଆ ପରି। କିଏ ହେବ ମାଆ ପରି। ପପୁ ପରିଡା

By Papu parida
 313


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments