STORYMIRROR

ଫୁଲର କୋମଳପଣ...

ଫୁଲର କୋମଳପଣ ଅନୁଭବ କରିବାକୁ ହେଲେ କଣ୍ଟା ର ଶକ୍ତ ଆଘାତ ସହିବାକୁ ପଡେ........। ଗୋଲାପକୁ ସ୍ପର୍ଶ କରିବାକୁ ହେଲେ ତା କଣ୍ଟାରେ ରକ୍ତ ଝରେଇବାକୁ ପଡେ...... ପ୍ରେମକୁ ପ୍ରାପ୍ତ କରିବା ପାଇଁ ଜୀବନ ବଞ୍ଚିବା ପାଇଁ ଦୁନିଆ ସହ ସଂଘର୍ଷ କରିବାକୁ ପଡ଼େ....

By Sibani Gita
 156


More oriya quote from Sibani Gita
4 Likes   0 Comments
13 Likes   0 Comments
12 Likes   0 Comments
16 Likes   0 Comments
19 Likes   0 Comments