STORYMIRROR

ଫେରିବ କି...

ଫେରିବ କି ତୁମେ ତୁମର ସେ କଲମ ଧରି କ୍ଷତାକ୍ତ କରିବ କି ମୋ ହୃଦୟକୁ ତୁମ କଲମ ମୁନରେ ସେ କ୍ଷତ ବିକ୍ଷେତ ହୃଦୟ ଭିତରୁ ଚିତ୍କାର କରିବେ କିଛି ଶବ୍ଦ ସେ ଶବ୍ଦକୁ ସାଉଁଟି ପାରିବ କି ତୁମ କଲମ ମୁନରେ ଆଙ୍କି ପାରିବ କି କାଗଜେ କବିତା ଆଉ କାହାଣୀ ରୂପରେ ।

By jagamohan pradhan
 19


More oriya quote from jagamohan pradhan
0 Likes   0 Comments