STORYMIRROR
ପେଟ ବୁଝି କିଏ...
ପେଟ ବୁଝି କିଏ...
ପେଟ ବୁଝି...
“
ପେଟ ବୁଝି କିଏ ଆହାର ବାଢିବ
ମାଆ ଚାଲିଗଲା ପରେ
ମୁହଁ ଦେଖି କିଏ ମନ କୁ ଚିହ୍ନିବ
ମାଆ ବିନା ଏ ମହୀ ରେ
ଯେତେ ଖୋଜିଲେ ବି ଆଉକି ମିଳିବ
ତା ହାତ ମଥା ଉପରେ ା
-ଆହ୍ଲାଦିନୀ-
”
24
More oriya quote from Alhadini Panigrahi dash
Download StoryMirror App